କୋରାପୁଟରେ ଆଜି ଦୁଇଟି ପୁସ୍ତକ ପାଠକାର୍ପିତ

କୋରାପୁଟ ରେ ୭୫ ତମ ସାଧାରଣତନ୍ତ୍ର ଦିବସ ର ପୂର୍ବ ସନ୍ଧ୍ୟା ରେ ଆଜି  କୋରାପୁଟ ସାହିତ୍ୟ ପରିବାର ଏବଂ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ କବିତା ପାଠୋତ୍ସବରେ ଚକ୍ରପାଣି ପରିଚ୍ଛା ଙ୍କ କବିତା ସଂକଳନ ‘ଶୁନ୍ୟ ଆରୋହଣ ‘ ଓ ବିଜୟ ପ୍ରଧାନଙ୍କ ଦ୍ୱାରା ଅନୁଦିତ ଶିଶୁ ପୁସ୍ତକ ‘ ବଇଁଶୀବାଲା’ ପାଠକାର୍ପଣ ହୋଇଯାଇଛି ।

Scroll to Top