ଦେଶିଆ ଭାଷା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ଆଜି କୋରାପୁଟରେ ଦେଶିଆ ଭାଷା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ଦେଶିଆ ଭାଷା ର ପ୍ରଚାର ପ୍ରସାର ପାଇଁ ଉଦ୍ଦିଷ୍ଟ ଏହି ସମ୍ମିଳନୀରେ କିପରି ଜିଲ୍ଲାର ସମସ୍ତ ଆଦିବାସୀ ସମାଜ ର ପ୍ରତିନିଧି ଯୋଗ ଦେଇ ପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଯାଇଛି ।

Scroll to Top