International Women’s Day in Koraput ସ୍ଵେଚ୍ଛାସେବୀ ସଂଗଠନ ଓ ପ୍ରଶାସନ ପାଳିଲେ ମହିଳା ଦିବସ

International women’s day was celebrated by CYSD , Pragati , EKTA and other civil society organisations including the district administration of Koraput in different parts of the district . ଗତକାଲି , ମାର୍ଚ୍ଚ ମାସର ୮ ତାରିଖରେ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । କୋରାପୁଟ ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ମହିଳାଙ୍କ ସମାବେଶ ଆୟୋଜନ କରାଯାଇଥିବା ବେଳେ ଦଶମନ୍ତପୁର ବ୍ଲକ ର ପୋଡାଗଡ ପଞ୍ଚାୟତରେ ସିୱାଇଏସଡ଼ି ଦ୍ଵାରା ମହିଳା ଦିବସ ପାଳିତ ହୋଇଯାଇଛି । ସେହିପରି କୋରାପୁଟ ନିକଟସ୍ଥ ଦୁରୁଗୁଡ଼ା ଠାରେ ଏକତା ସଂଗଠନ ଦ୍ଵାରା ଏହି ଉତ୍ସବ ର ଆୟୋଜନ କରାଯାଇଥିବା ବେଳେ କୋରାପୁଟର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପ୍ରଗତି ଆନୁକୁଲ୍ୟରେ କୋଟପାଡ଼ ଠାରେ ବିଭିନ୍ନ ଉତ୍ପାଦକ ଦଳର ମହିଳା ସଦସ୍ୟଙ୍କୁ ନେଇ ମହିଳା ଦିବସ ପାଳିତ ହୋଇଯାଇଛି ।

Scroll to Top