ଆଇଲାରେ ଆଇଲା କଞ୍ଚା କାଜୁ ଆଇଲା

ଆଇଲା ରେ ଆଇଲା । କୋରାପୁଟ ବଜାରକୁ କଞ୍ଚା କାଜୁ ଆଇଲା । ଗତବର୍ଷ ଗିଲାସ କୁ କୋଡିଏ ଟଙ୍କା ଥିଲା , ଏବେ ପଚିଶି ହୋଇଲା । Tender raw cashew has arrived Koraput market .Last year a glass full of cashew was sold @20/- and now it’s @Rs.25/- a glass .It’s tasty .

Scroll to Top