କଥାରେ କଥାରେ କୋରାପୁଟ : ପୁସ୍ତକ ଲୋକାର୍ପିତ

ଆଜି କୋରାପୁଟ ସାହିତ୍ୟ ପରିବାର ତରଫରୁ ବିଶିଷ୍ଟ ଲେଖକ ଶ୍ରୀ ମଧୁସୂଦନ ସ୍ୱାଇଁ ଙ୍କ ରଚିତ ଗଳ୍ପ ସଂକଳନ : କଥାରେ କଥାରେ କୋରାପୁଟ ଲୋକାର୍ପିତ ହୋଇଯାଇଛି । ଅଭିନନ୍ଦନ ।

Scroll to Top