ଜୟ ମା ସରସ୍ଵତୀ / Saraswati Puja

ଆଜି ସରସ୍ୱତୀ ପୂଜା । ବିଦ୍ୟାଳୟରେ ମା ସରସ୍ବତୀଙ୍କ ମୂର୍ତି ପୁକା , ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଅଣା ଯାଇଥିବା ନଡ଼ିଆ , କଦଳୀ କୁ ଭୋଗ ଲଗାଇବା ପରେ ଚୁଡା ଘଷା କୁ ପ୍ରସାଦ ଭାବେ ବଣ୍ଟନ । ଆଜିବି ମୋ ପିଲାଦିନ କଥା ମନେ ପଡିଯାଉଥିଲା । Recalled my childhood days by visiting a school today to offer prayers .

Scroll to Top