Tasty Biryani in the foothills of Deomali in Koraput district

It was already 3 pm while running down the slopes of Deomali mountain range .We were calculating time to reach Semiliguda to have some food .But as soon as we reached Dudhari , we saw a colourful banner with photo of Biryani .We stopped and asked if he had Veg Biryani .He said that he had Veg Dum Biryani .It was tasty and very much economical . The kitchen is managed by a young man from Pukali who had served in a hotel at Visakhapatnam .It was good to learn that they were giving tents on rent ( 0ne tent for two , two blankets & Pillows) @Rs.1000/- per night at Deomali hill top . Good start up by young man and wished prosperity .Asked him to maintain hygiene and quality of service . Its not huge investment but sincere investment .

ODIA / ଓଡ଼ିଆ

କୋରାପୁଟ ଜିଲ୍ଲାର ଦେଓମାଳି ପର୍ବତର ପାଦଦେଶରେ ପହଞ୍ଚିଲା ବେଳକୁ ଅପରାହ୍ନ ତିନିଟା ବାଜି ସାରିଥାଏ । ସେମିଳିଗୁଡା ଗଲେହିଁ ଖାଇବାକୁ ମିଳିବ ବୋଲି ଭାବିଲା ବେଳକୁ ଦୁଧାରି ଠାରେ ଗୋଟାଏ ଛୋଟ ଟେଣ୍ଟ ମଧ୍ୟରେ ବିରୀୟାନି ବିକ୍ରି ହେଉଥିବା ଦେଖିଲୁ । ଅତି କମ୍ ଦାମରେ ସ୍ଵାଦିଷ୍ଟ ଖାଦ୍ୟ ପାଇ ମନ ଆନନ୍ଦିତ ହେଲା । ଯାହେଉ ଏବେ ଦେଓମାଳି ଓ କୋଟିଆ ଯାଇ ଫେରିଲା ବେଳକୁ ଆଉ ଖାଇବା ଚିନ୍ତା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ ।ସେଠାରେ ଅତି କମ୍ ଭଡ଼ାରେ ଦେଓମାଳୀ ରେ ରାତ୍ରୀଯାପନ କରିବା ପାଇଁ ଏକ ଟେଣ୍ଟ ଦିଆଯାଉଥିବା ଜାଣି ଶୁଭେଚ୍ଛା ଜଣାଇଲି । ଏହି ଦୋକାନ ଟି ଜଣେ ସ୍ଥାନୀୟ ବ୍ୟକ୍ତି ଆରମ୍ଭ କରିଥିବା ବେଳେ ପୁକାଲି ର ଜଣେ ଯୁବକ ଯିଏ ବିଶାଖାପାଟଣା ର ଏକ ବଡ଼ ହୋଟେଲରେ କାମ ଶିଖି ଫେରିଥିବା ଜାଣିବାକୁ ପାଇ ଖୁସି ଲାଗିଲା । ଯୁବ ପୀଢ଼ି ଏମିତି ଛୋଟ ଛୋଟ ବ୍ୟବସାୟ ଆରମ୍ଭ କଲେ ବେକାରୀ ସମସ୍ୟାକୁ ଉପରେ ବିଜୟ ହାସଲ କରିହେବ । ସେହି ଯୁବକଙ୍କୁ ସୁସ୍ଥ ପରିବେଶରେ ଉନ୍ନତ ସେବା ଯୋଗାଇବା ପାଇଁ କହି ଫେରିଲି ।

HINDI
कोरापुट जिले में सबसे बड़ा पर्वत देओमाली । इसी परबत के पास ही कोटिया । वहां से उतरते उतरते दोपहर के 3:00 बज गए । सोच रहे थे कहां खाना मिलेगा । वहां से सिमिलीगुडा बहुत दूर था । हम घबरा रहे थे । तभी सामने थुरिया में एक होटल दिखाई पड़ा। छोटा सा दुकान था । बोर्ड पर लिखा था यहां बिरयानी मिलेगा । वहीं पर रुक गए । खाना बहुत अच्छा था । खाने का बिल भी कम ही था । वहीं के कोई सज्जन वह होटल चला रहे थे । पुकाली गांव का एक लड़का जो विशाखापट्टनम में काम कर रहा था वह यहां काम कर रहा है । सुनकर अच्छा लगा कि वही के लोग अभी छोटे-छोटे कामों में अपने आप को नियोजित करने लगे हैं । ऐसे ही अगर युवा अपने आप काम करने लगे तो बेरोजगारी की समस्या तो दूर हो ही जाएगी ।
TELUGU
కోరాపుట్ జిల్లాలో అన్నిటికన్నా పెద్ద కొండ అంటే దేవమాలి. కోటి నుండి వస్తే ఆ కొండ పక్క లిల్లీ రావలసి వస్తుంది . అయితే ఆ కొండ దిగేటప్పటికి అప్పటికే 3:00 అయిపోయింది . భోజనం అంటే సేమిలిగుడా చెరవలసిందే . అయితే హఠాత్తుగా తురియా చేరేటప్పటికి అక్కడ ఓ చిన్న హోటల్ కనబడింది . ఆక్కడ బిరియాని దొరుకును ఆని రాసిఉంది . ఆక్కాడే ఆగి భోజనం పూర్తి చేశాం . భోజనం రుచికరంగా ఉంది . ఆక్కాడ స్థానిక ఓ వ్యక్తి ఆ హోటల్ యజమాని . ఆపటివరకు విశాఖపట్నం లో ఒ హోటల్ లో పనిచేస్తున్నా పుకాలి గ్రామానికి చెందిన ఓ యువకుడు వాంటపుటి గా పనిచేస్తున్నాడు . యుబతలు ఇలాంటి చిన్న చిన్న ప్రయోగాలు చేస్తే నిరుద్యోగ సమస్య మాయమవుతుంది

Scroll to Top