ଦନ୍ତ ଚିକିତ୍ସା ଶିବିର

ଅଦ୍ୟ ତା୨.୬.୨୪ରିଖ ରେ ରାଜର୍ଶୀ ବିକ୍ରମ ବ୍ବାର୍କସ କ୍ଳବ୍ ତରଫରୁ ଏକ ମାଗଣା ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଆଖପାଖ ଗ୍ରାମର ଶତାଧିକ ଗ୍ରାମବାସୀମାନେ ଦନ୍ତ ଚିକିତ୍ସା କରାଇଥିଲେ । ଦନ୍ତ ଚିକିତ୍ସକ ଶ୍ରୀ ନୟନ ସିଂ ସମସ୍ତ ଙ୍କୁ ଚିକିତ୍ସା କରି ଔଷଧ ବିତରଣ କରିଥିଲେ କ୍ଳବ୍ ର ବରିଷ୍ଠ ପଥଚାରୀ ଶ୍ରୀ ଜଗନମୋହନ ସାହୁ ପରିଚାଳନା କରିଥିଲାବେଳେ କ୍ଳବ୍ ସଂପାଦକ ଶ୍ରୀ ଲଳିତ ମୋହନ ପଟ୍ଟନାୟକ କୋଷାଧ୍ୟକ୍ଷ ଶ୍ରୀ ସୋରଜ ରଥ ସଭ୍ୟ ଶ୍ରୀ ଭାସ୍କର ରାଓ ସୁନା ଗୈଡ ଗୁପ୍ତ ଗୈଡ ସହ ଅନେକ ସ୍ଥାନୀୟ ଲୋକମାନେ ଉପସ୍ଥିତ ରହି ସଭାପତି ଶ୍ରୀ ଅଜିତ୍ କୁମାର ପାତ୍ର ଙ୍କୁ ଧନ୍ୟବାଦ ଜଣାଇଛନ୍ତି

Scroll to Top