ବିଶ୍ବ ଭାଷା ସମ୍ମିଳନୀ ର ଆଲୋଚନା ଚକ୍ର କୋରାପୁଟରେ

ଆଜି କୋରାପୁଟ ସରକାରୀ ମହାବିଦ୍ୟାଳୟ ( ଡିଏଭି ମହାବିଦ୍ୟାଳୟ) ଠାରେ ବିଶ୍ବ ଭାଷା ସମ୍ମିଳନୀ ର ଆଲୋଚନା ଚକ୍ର ଆୟୋଜିତ ହେଉଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ଆଲୋଚନାଚକ୍ର ରେ ଓଦିଆ ସାହିତ୍ୟ , ଓଡ଼ିଶାର ଚଳଚିତ୍ର , ସାହିତ୍ୟ ଓ ବିଜ୍ଞାନ ଭଳି ବିଭିନ୍ନ ବିଷୟରେ ଚର୍ଚ୍ଚା ହେବ । ଅଭିନନ୍ଦନ ।

Scroll to Top