ଶାବର ଶ୍ରୀକ୍ଷେତ୍ର କୋରାପୁଟ ର ଶ୍ରୀ ଜଗନ୍ନାଥ ମନ୍ଦିର ଆନୁକୂଲ୍ୟରେ ଜିଲ୍ଲାର ପ୍ରତିଟି ଗ୍ରାମରେ ଭାଗବତ ପଠନ କରାଯିବ ।

ଶାବର ଶ୍ରୀକ୍ଷେତ୍ର କୋରାପୁଟ ର ଶ୍ରୀ ଜଗନ୍ନାଥ ମନ୍ଦିର ଆନୁକୂଲ୍ୟରେ ଜିଲ୍ଲାର ପ୍ରତିଟି ଗ୍ରାମରେ ଭାଗବତ ପଠନ କରାଯିବ । ଏ ସମ୍ପର୍କରେ ଆଜି ଆଦିବାସୀ ସଂଗ୍ରହାଳୟରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି ।

Scroll to Top