Unique Temple Dedicated to Art

କିଛିଦିନ ପୁର୍ବେ ଭୁବନେଶ୍ୱର ରେ ଏକ ହେରିଟେଜ ଭ୍ରମଣ ଯାତ୍ରାରେ ଯୋଗ ଦେଇଥିଲି । ସେ ସମୟରେ ଲିଙ୍ଗରାଜ ମନ୍ଦିର ନିକଟରେ ଏକ ସୁନ୍ଦର ତଥା ସ୍ୱତନ୍ତ୍ର କାରୁକାର୍ଯ୍ୟ ଭରା ମନ୍ଦିର ଦେଖିବାକୁ ମିଳିଲା । ମନ୍ଦିରର ନାଁ ମଧ୍ୟ ଚିତ୍ରକାରିଣୀ । ସାରା ମନ୍ଦିରରେ ଏପରି ଏକ ସ୍ଥାନ ଦେଖିବାକୁ ମିଳିଲା ନାହିଁ ଯେଉଁଠି କଳାତ୍ମକ ଅଭିବ୍ୟକ୍ତି ର ଚିହ୍ନ ନଥିଲା । ଅତି ସୁନ୍ଦର । ଦେଖିବା କଥା ।

Recently I had the opportunity to join Heritage walk around Bindu Sagar near Lingaraj temple in Bhubaneswar .During the walk I had come across a beautiful temple dedicated to Art .The temple’s name is also Chitrakarini .Entire temple from bottom to the top there was no place where there was no carving .It’s a marvelous temple and a must visit for e dry art lover. .

Scroll to Top